ଭୁବନେଶ୍ବର-କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି

ଜୁଲାଇ ପୂର୍ବରୁ ନିସ୍ତାର ନାହିଁ: ‘ସୂତ୍ର’ ମଡେଲ ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ଓ କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଲାଣି। ଏହି ଦୁଇ ସହରରେ ଅଧିକ ସଂଖ୍ୟାରେ ପ୍ରବାସୀ ରହୁଥିବାରୁ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଲୋକମାନଙ୍କୁ ଏଥିପାଇଁ ଅଧିକ ସତର୍କ ହେବାକୁ ପଡ଼ିବ। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ଆଜି ଡରାଇବା ଭଳି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଲୋକମାନଙ୍କ ଭିତରେ ଭୟର … Continue reading ଭୁବନେଶ୍ବର-କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି